ନିର୍ଭୟା ମାମଲାରେ ନୂଆମୋଡ଼: ବିଚାର ଶେଷ ହୋଇଥିବା ୩ ଦୋଷୀଙ୍କୁ ଫାଶୀରେ ଝୁଲାଇବା ପାଇଁ ତିହାର ଜେଲ ଅଦାଲତଙ୍କୁ ମାଗିଲା ଅନୁମତି

ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ନିର୍ଭୟ ଗଣଦୁଷ୍କର୍ମକାରୀଙ୍କ ଫାଶୀ ଦଣ୍ଡାଦେଶକୁ ଆସନ୍ତାକାଲି (ଫେବ୍ରୁଆରି ୧ ତାରିଖ, ସକାଳ ୬ଟାରେ) କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀର ପାତିଆଲା ହାଉସ କୋର୍ଟ ଦ୍ୱିତୀୟ ଥର ପାଇଁ ‘ମୃତ୍ୟୁ ପରଓ୍ଵାନା’ ଜାରି କରିଛନ୍ତି। ଫାଶୀ ଦଣ୍ଡଦେଶରେ ଦଣ୍ଡିତ ଚାରି ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦିଲ୍ଲୀର ତିହାର ଜେଲ ପରିସର ମଧ୍ୟରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ଏପରିକି ଘାତକ ମଧ୍ୟ … Continue reading ନିର୍ଭୟା ମାମଲାରେ ନୂଆମୋଡ଼: ବିଚାର ଶେଷ ହୋଇଥିବା ୩ ଦୋଷୀଙ୍କୁ ଫାଶୀରେ ଝୁଲାଇବା ପାଇଁ ତିହାର ଜେଲ ଅଦାଲତଙ୍କୁ ମାଗିଲା ଅନୁମତି